ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥର ନକ୍ସା ଜାରି

ଭୁବନେଶ୍ବର: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥର ରୂପରେଖ। ଏଥିପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ପ୍ରଶସ୍ତ ରାସ୍ତା ସାଙ୍ଗକୁ ‌ଗେଟ୍‌ ସମୁଖରେ ଶୋଭା ପାଇବ ୱାଟର୍‌ ଫାଉଣ୍ଟେନ୍‌। ବାଣୀବିହାର ଓଭରବ୍ରିଜ୍‌ଠାରୁ ପ୍ରଶାସନିକ ବିଲ୍ଡିଂ ପର୍ଯ୍ୟନ୍ତ ୮ଶହ ମିଟରର ନୂଆ ରାସ୍ତା ନିର୍ମାଣ କରାଯିବ। ଓଡ଼ିଶା ଆର୍କିଟେକ୍‌ ରୁଚିପୂର୍ଣ୍ଣା ଜେନା ଏହାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ଫାଟକ ସମେତ ସୁରକ୍ଷା କର୍ମୀଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର … Continue reading ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥର ନକ୍ସା ଜାରି